ଆନ୍ତର୍ଜାତିକ ଶାନ୍ତି ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର -ଆଜି ହେଉଛି ଆନ୍ତର୍ଜାତିକ ଶାନ୍ତି ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିରପେକ୍ଷ ଓ ନ୍ୟାୟସଙ୍ଗତ ବିଶ୍ୱ ସୃଷ୍ଟି ପାଇଁ ଶାନ୍ତି ନିଶ୍ଚିତ ପଥ ବୋଲି ସେ କହିଛନ୍ତି। ଜନସାଧାରଣଙ୍କ ମଧ୍ୟରେ ସଦଭାବ ଓ ସହାବସ୍ଥାନର ପ୍ରସାର ସହ ବିବିଧତା, ପାରସ୍ପରିକ ବିଶ୍ବାସ ବିନା ପାତରଅନ୍ତରରେ ପର୍ଯ୍ୟବେସିତ ସମାବେଶୀ ବିଶ୍ଵ ନିର୍ମାଣ ପାଇଁ ସ‍ଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.