ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ନେତି ନେତି ଦେହି ବେଦ ନିରୁପାୟ ।
ନିଜାନନ୍ଦ ନିରୁପାଧି ଅନୁପା ॥
ସଂଭୁ ବିରଂଚି ବିଷ୍ଣୁ ଭଗବାନା ।
ଜପଜହିଂ ଜାସୁ ଅଂସ ତେଂ ନାନା ॥

ଭାବାର୍ଥ :- ଯାହାଙ୍କୁ ବେଦ ନେତି ନେତି – ନଃ ଇତି, ନଃ ଇତି – ଏପରି ନୁହନ୍ତି, ନା ଏପରି ନୁହନ୍ତି କହି ବର୍ଣ୍ଣନା କରନ୍ତି, ନିରୁପଣ କରନ୍ତି । ଯିଏ ଆନନ୍ଦସ୍ବରୂପ ଉପାଧି ରହିତ ଆଉ ଅନୁପମ ଅଟନ୍ତି ଏବଂ ଯାହାଙ୍କର ଅଂଶରୁ ଅନେକ ବ୍ରହ୍ମା, ବିଷ୍ଣୁ ଆଉ ଶିବଶଙ୍କର ଭଗବାନ ପ୍ରକଟ ହୁଅନ୍ତି ….

Comments are closed.