ନିରନ୍ତର ବିକାଶ କ୍ଷେତ୍ରରେ ପରିସଂଖ୍ୟନର ଗୁରୁତ୍ୱପୂର୍ଣ୍ଣ ଭୂମିକା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ସମୟୋଚିତ ଓ ବିଶ୍ୱସନୀୟ ପରିସ‍ଂଖ୍ୟନ ହିଁ ନୀତି ନିର୍ଦ୍ଧାରଣ ନିଷ୍ପତ୍ତି ଓ ବିଭିନ୍ନ ଆହ୍ୱାନର ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ବିଶ୍ୱ ପରିସଂଖ୍ୟନ ଦିବସରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିରନ୍ତର ବିକାଶ କ୍ଷେତ୍ରରେ ପରିସଂଖ୍ୟନର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମସ୍ତେ ସ୍ବୀକାର କରିବା ସହ ସମୟପୋଯୋଗୀ ଓ ବିଶ୍ୱସନୀୟ ଡାଟା ଇକୋସିଷ୍ଟମର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.