ଆଜି ନିମଖଣ୍ଡି ଥାନାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ସାଢେ ୪ଟା ବେଳେ ଗଞ୍ଜାମ ଜିଲ୍ଲାର ନିମଖଣ୍ଡି ଥାନା ଉଦଘାଟନ କରିବେ । ନୂଆ କୋଠାର ନିର୍ମାଣ କାର୍ଯ୍ୟ ଶେଷ ହେଲା ଯାଏଁ ନିମଖଣ୍ଡି ଥାନା ବ୍ରହ୍ମପୁର ଖାଜା ସାହି ସ୍ଥିତ ନବୀକରଣ ହୋଇଥିବା ପୁରୁଣା ମହିଳା ପୋଲିସ ଥାନାରେ କାର୍ଯ୍ୟ କରିବ ।

Comments are closed.