କାଲି ଇସ୍ୟୁ ଆଜି ଫାଇରିଂ

ଝାରସୁଗୁଡା : ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ଘଟଣାରେ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ମନ୍ତ୍ରୀଙ୍କ ଗସ୍ତ ପାଇଁ ଗୋପାଳକୁ ବନ୍ଧୁକ ମିଳିଥିବା ସୂଚନା ମିଳିଛି । ତେବେ ଗତକାଲି ହିଁ ତାଙ୍କୁ ବନ୍ଧୁକ ଇସ୍ୟୁ ହୋଇଥିବା ସୂଚନା ମିଳିଛି । କିଛି ଦିନ ହେବ ସେ ବନ୍ଧୁକ ପାଇଁ ଆବେଦନ କରୁଥିଲେ । ବିଭିନ୍ନ ସମୟରେ ତାଙ୍କୁ ସର୍ଭିସ ରିଭରଭଲ ଦେବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ କହୁଥିଲେ ।

Comments are closed.