ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ପୁନି ପୁନି ପ୍ରଭୁହି ଚିତବ ନରନାହୁ ।
ପୁଲକ ଗାତ ଉର ଆଧିକ ଉଛାହୁ ॥
ମୁନିହି ପ୍ରସଂସି ନାଇ ପଦ ସୀସୁ ।
ଚଲେଉ ଲବାଇ ନଗର ଅବନୀସୂ ॥

ଭାବାର୍ଥ :- ରାଜା ଜନକ ବାରମ୍ବାର ପ୍ରଭୁ ଶ୍ରୀରାମଙ୍କୁ ଦେଖୁଥାଆନ୍ତି, ଯେପରି ଦୃଷ୍ଟିକୁ ତାଙ୍କ ଠାରୁ ଫେରେଇବାକୁ ଚାହୁଁନଥିଲେ । ହୃଦୟରେ ବହୁତ ଉତ୍ସାହ ଆଉ ବହୁତ ପ୍ରେମରେ ମନ ପୁଲକିତ ହେଉଥିଲା । ରାଜା ଜନକ ବିଶ୍ବାମିତ୍ରଙ୍କୁ ଆଉଥରେ ମଥାନତ କରି ପ୍ରଣାମ କରି ସେମାନଙ୍କୁ ସାଥିରେ ଧରି ରାଜ ନଅରକୁ ନେଇଆସିଲେ ।

Comments are closed.