ବାଲେଶ୍ୱର ନିକଟରେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ

ବାଲେଶ୍ୱର – କରମଣ୍ଡଳ ଏକ୍ସପ୍ରେସ ବାଲେଶ୍ଵର ଜିଲ୍ଲା ବାହାନଗା ବଜାର ରେଳଷ୍ଟେସନରେ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ପ୍ରାରମ୍ଭିକ ସୂଚନା ଅନୁସାରେ ଟ୍ରେନର କିଛି ବଗି ଲାଇନଚ୍ୟୁତ ହୋଇ ଗୋଟିଏ ମାଲବାହୀ ଟ୍ରେନ ସହ ଧକ୍କା ହୋଇଥିଲା। ଏ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Comments are closed.