ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ସହିତ ବିଦେହ ବିଲୋକହିଂ ରାନୀ ।
ସିସୁ ସମ ପ୍ରୀତି ନ ଜାତି ବଖାନୀ ॥
ଜୋଗିହ୍ନ ପରମ ତତ୍ବମୟ ଭାସା ।
ସାଂତ ସୁଦ୍ଧ ସମ ସହଜ ପ୍ରକାସା ॥

ଭାବାର୍ଥ :- ମହାରାଜା ଜନକଙ୍କ ସହିତ ସମସ୍ତ ରାଣୀମାନେ ଦୁଇ କୁମାରଙ୍କୁ ନିଜର ପୁତ୍ର ରୂପରେ ଯେପରି ଦେଖୁଥାନ୍ତି, ତାଙ୍କର ସେହି ପ୍ରୀତି ପୂର୍ଣ୍ଣ ଦୃଷ୍ଟିକୁ ଶବ୍ଦରେ ବର୍ଣ୍ଣନା କରିବା ସହଜ ନୁହେଁ । ଯୋଗି ମୁନି ମାନେ ଦୁଇ ରାଜକୁମାରଙ୍କୁ ଶୁଦ୍ଧ, ଶାନ୍ତ, ସମତାଯୁକ୍ତ ଆଉ ସ୍ୱୟଂ ପ୍ରକାଶମୟ ପରମ ତତ୍ବ ରୂପେ ଦେଖିଲେ ।

Comments are closed.