ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବଙ୍କ ମୃତ୍ୟୁ

ଭୁବନେଶ୍ୱର – ଗତ ରବିବାର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ ରାଉତଙ୍କ ଆଜି ମୃତ୍ୟୁ ହୋଇଛି। ତାଙ୍କୁ ୫୧ ବର୍ଷ ବୟସ ହୋଇଥିଲା । କଟକର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ ।ରବିବାର ବିଜୁ ପଟ୍ଟନାୟକ ଛକରେ ସଡକ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ ।

Comments are closed.