ଆଜି ୧୮୧ଟି ନୂଆ ପ୍ରାଣୀ ସେବା ଯାନର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮୧ଟି ନୂଆ ପ୍ରାଣୀ ସେବା ଯାନର ଲୋକାର୍ପଣ କରିବେ । ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଯୋଜନାରେ ଏସବୁ ଯାନ ଲୋକାର୍ପଣ ହେବ । ପ୍ରାଣୀ ଚିକିତ୍ସାଳୟଠାରୁ ଦୂରରେ ଅବସ୍ଥିତ ଗାଁ ମାନଙ୍କରେ ଚିକିତ୍ସା ସୁବିଧା ପ୍ରଦାନ ନିମନ୍ତେ ଏହି ଯାନ ଗୁଡିକ ସହାୟକ ହେବ। ଆଜି ସନ୍ଧ୍ୟାରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୂଆ ପ୍ରାଣୀ ସେବା ଯାନଗୁଡିକର ଲୋକାର୍ପଣ କରିବେ ।

Comments are closed.