॥ ଅଯୋଧ୍ୟା କାଣ୍ଡ ॥
ଅସ କହି କୁଟିଲ ଭଈ ଉଠି ଠାଢୀ। ମାନହୁଁ ରୋଷ ତରଙ୍ଗିନି ବାଢୀ ॥ ପାପ ପହାର ପ୍ରଗଟ ଭି ସୋଈ । ଭରୀ କ୍ରୋଧ ଜଲ ଜାଇ ନ ଜୋଈ ॥
ଭାବାର୍ଥ :- ଏପରି କହିସାରି କୁଟିଳ ବୁଦ୍ଧି ସମ୍ପର୍ଣ୍ଣା ରାଣୀ କୈକେୟୀ ଉଠି ଏପରି ଠିଆ ହେଲେ, ସତେ ଯେପରି କ୍ରୋଧ ରୂପୀ ନଦୀ ପ୍ରବଳ ବେଗରେ ଉଠିଛି । ସେହି ନଦୀ ପାପ ରୂପ ପାହାଡ଼ରୁ ଉଦଗମ ହୋଇ କ୍ରୋଧ ରୂପୀ ଜଳରେ ପରିପୂର୍ଣ୍ଣ ହୋଇ ଏପରି ଭୟାନକ ରୂପେ ଆସିଛି ଯେ ତାକୁ ଚାହିଁ ହେଉ ନଥାଏ ।
Comments are closed.