ରାଜ୍ୟରେ ଘରୋଇ ଲ୍ୟାବ୍‌ରେ କୋଭିଡ ପରୀକ୍ଷଣ ହେଲା ଶସ୍ତା, ୨୨ ଶହ ବଦଳରେ ଏଣିକି ୧୨ ଶହ ଟଙ୍କା

ଭୁବନେଶ୍ୱର : ରାଜ୍ୟରେ ଶସ୍ତା ହୋଇଛି ଘରୋଇ ଲ୍ୟାବରେ କୋଭିଡ ପରୀକ୍ଷଣ । ଏଣିକି ଘରୋଇ ସଂସ୍ଥାରେ ଆରଟିପିସିଆର ଟେଷ୍ଟ କଲେ ୧୨ ଶହ ଟଙ୍କା ଦେବାକୁ ହେବ । ଆଗରୁ କୋଭିଡ ଟେଷ୍ଟ ପାଇଁ ୨୨ ଶହ ଟଙ୍କା ଦେବାକୁ ପଡୁଥିଲା । ଦେୟ ହ୍ରାସ କରାଯାଇଥିବା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

Comments are closed.