ପାରାଲିମ୍ପିକ୍ସ: ପ୍ରବୀଣ କୁମାର ଜିତିଲେ ରୌପ୍ୟ, ଭାରତର ପଦକ ସଂଖ୍ୟା ୧୧କୁ ବୃଦ୍ଧି

ଟୋକିଓ: ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ ଗେମ୍ସରୁ ଭାରତ ପାଇଁ ଆଉ ଏକ ପଦକ ଆସିଛି | ପ୍ରବୀଣ କୁମାର ହାଇ ଜମ୍ପ ଟି୬୪ ଇଭେଣ୍ଟ ଫାଇନାଲରେ ରୌପ୍ୟ ପଦକ ଜିତିଛନ୍ତି |
ପ୍ରବୀଣ କୁମାରଙ୍କ ଏହି ରୌପ୍ୟ ପଦକ ସହିତ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ୧୧କୁ ବୃଦ୍ଧି ପାଇଛି | ପାରାଲିମ୍ପିକ୍ ଗେମ୍ସ ଇତିହାସରେ ଏହା ହେଉଛି ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ।

Comments are closed.