Browsing Tag

+2 Arts

ସେପଟେମ୍ବର ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ

ଭୁବନେଶ୍ୱର : ଆସନ୍ତାମାସ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । କଳା ପରୀକ୍ଷା ଫଳ ଏହି ମାସ ଶେଷ ସପ୍ତାହରେ ବାହାରିବାର ଥିଲା । କିନ୍ତୁ ସିଏଚଏସଇର ୨ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ପରୀକ୍ଷା…