Browsing Tag

Aryan Khan’s bail

ଆର୍ୟନଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ବସ୍ତି, ୨୬ ଦିନ ଜେଲରେ ରହିବା ପରେ ମିଳିଲା ଜାମିନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ବମ୍ବେ ହାଇକୋର୍ଟ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ, ମଡେଲ ମୁନମୁନ ଧମେଚା ଏବଂ ଅର୍ବାଜ ମର୍ଚାଣ୍ଟଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି। ତିନିଜଣଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି । ୨୬ ଦିନ ଜେଲରେ ରହିବା ପରେ ଶେଷରେ ଆର୍ୟନଙ୍କୁ…

ବେଲ୍ ନା ଜେଲ୍? ଆଜି ଆର୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି କରିବେ ବମ୍ବେ ହାଇକୋର୍ଟ

ମୁମ୍ବାଇ: କର୍ଡେଲିଆ କ୍ରୁଜରୁ ଡ୍ରଗ୍ସ ଜବତ ମାମଲାରେ ଗିରଫ ହୋଇଥିବା ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନ ଆଜି ବମ୍ବେ ହାଇକୋର୍ଟରେ ଶୁଣାଣି ହେବ। ଆଜି ଉକ୍ତ ମାମଲାରେ ଗିରଫ ହୋଇଥିବା ଫ୍ୟାଶନ ମଡେଲ ମୁନମୁନ ଧାମେଚାଙ୍କ ଜାମିନ ଆବେଦନ ଉପରେ ମଧ୍ୟ କୋର୍ଟ ଶୁଣାଣି…