Browsing Tag

Aska MP Pramila Bisoyi

ଭୋଟଦାନର ମହାନ ପର୍ବରେ ସାମିଲ ହେଲେ ଆସିକା ସାଂସଦ

ଆସିକା: ଗଣତାନ୍ତ୍ରିକ ରାଷ୍ଟ୍ରରେ ମତଦାନର ସମୟ ହେଉଛି ଏକ ପର୍ବ ଭଳି ଅବସର। ଏଥିରେ ହସଖୁସିରେ ସାମିଲ ହୋଇ ସମସ୍ତେ ନିଜ ସାମ୍ବିଧାନିକ ମତଦାନ ଅଧିକାର ସାବ୍ୟସ୍ତ କରିଥାନ୍ତି। ଏହି ପର୍ବରେ ମତଦାତା ସାଜନ୍ତି ଭାଗ୍ୟ ବିଧାତା ଓ ଭୋଟ ବାକ୍ସ ସତେଯେମିତି ଏକ ମନ୍ଦିର। ସେହି ତୁଲ୍ୟ ଯଥୋଚିତ…