Browsing Tag

Bargarh District General Hospital

ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗ ୱାର୍ଡରେ ଅଗ୍ନିକାଣ୍ଡ

ବରଗଡ- ରବିବାର ବିଳମ୍ବିତ ରାତିରେ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉପର ମହଲାରେ ଥିବା ଶିଶୁ ବିଭାଗ ୱାର୍ଡରେ ନିଆଁ ଲାଗିଯିବାରୁ ବହୁ ଔଷଧପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପୋଡି ଯାଇଛି । ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀମାନଙ୍କୁ ଦୀର୍ଘ ଦୁଇ ତିନି ଘଂଟା ପରିଶ୍ରମ କରିବାକୁ ପଡିଥିଲା ।…