Browsing Tag

Bata

୧୨୬ ବର୍ଷ ଇତିହାସରେ ପ୍ରଥମ ଥର ଜଣେ ଭାରତୀୟଙ୍କୁ ଗ୍ଲୋବାଲ୍ ସିଇଓ ଭାବେ ନିଯୁକ୍ତ କଲା ବାଟା

ନୂଆଦିଲ୍ଲୀ - ବହୁରାଷ୍ଟ୍ରୀୟ ଜୋତା କମ୍ପାନୀ ବାଟା ଏହାର ୧୨୬ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଗ୍ଲୋବାଲ୍ ସିଇଓ ଭାବେ ଜଣେ ଭାରତୀୟଙ୍କୁ ନିଯୁକ୍ତ କରିଛି । କମ୍ପାନୀ ସନ୍ଦୀପ କାଟାରିଆଙ୍କୁ ଗ୍ଲୋବାଲ ସିଇଓ ଭାବେ ନିଯୁକ୍ତ କରିଛି, ଯିଏ ବର୍ତ୍ତମାନ ବାଟା ଇଣ୍ଡିଆର ସିଇଓ ଅଛନ୍ତି। ସନ୍ଦୀପ…