Browsing Tag

BCJD

ଆଜି ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ, ତୃମମୂଳସ୍ତରରେ ଦଳକୁ ସୁଦୃଢ କରିବାକୁ ଦିଆଯିବ ଗୁରୁମନ୍ତ୍ର

ପୁରୀ- ଆଜି ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଆୟୋଜିତ ହେଉଛି । ବିଜେଡିକୁ ତୃଣମୂଳସ୍ତରରେ ଆହୁରି ଶକ୍ତିଶାଳୀ କରିବା ପାଇଁ ଗୁରୁମନ୍ତ୍ର ଦିଆଯିବ । ଏଥିରେ ନୟାଗଡ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ମାହାଙ୍ଗା ବିଧାୟକ ତଥା…