Browsing Tag

BeMC Commissioner Dr. Siddheshwar Baliram Bondar

ସ୍ମାର୍ଟ ହେବ ସିଲ୍କ ସିଟି ରୋଡ୍

ବ୍ରହ୍ମପୁର: ରାଜ୍ୟର ତୃତୀୟ ମହାନଗର ନିଗମ ମାନ୍ୟତା ପାଇଥିବା ରେଶମ ସହର ବ୍ରହ୍ମପୁରର ରାସ୍ତାଗୁଡ଼ିକ ଏବେ ଚକାଚକ ଦେଖାଯିବ। ରାସ୍ତାରେ କେବଳ ଦୁଇରୁ ଚାରିଚକିଆ ଯାନବାହନ ସ୍ଵଚ୍ଛନ୍ଦରେ ଚଳାଚଳ କରିବ ତା ନୁହେଁ, ସାଇକେଲ୍ ଚାଳକଙ୍କ ଠାରୁ ଆରମ୍ଭ କରି ପଥଚାରୀ, ଏପରିକି ହ୍ବିଲ୍ ଚେୟାରରେ ଚଳାଚଳ…

ମନ ମୋହିବ ରାଜ୍ୟର ପ୍ରଥମ ଗ୍ରାସ୍ ପାର୍କ

ଘାସରେ ତିଆରି ଠେକୁଆ, ଜିରାଫ୍, ହାତୀ, ବାଘ, ଗାଈ, ମୟୂର, ଘୋଡ଼ା ଓ ଛୁଆକୁ ସ୍ନେହ କରୁଥିବା ମାଆର ପ୍ରତିକୃତି। ଦେଖିଲେ ଲାଗିବ ଜୀବନ୍ତ, ସତେ ଯେମିତି ଘାସ ତାର ସବୁଜିମାରେ ଏସବୁକୁ ନିଜ ଭିତରେ ଲୁଚାଇ ରଖିବାକୁ ପ୍ରୟାସରତ। ତେବେ ଏହା ସତସତିକା ଘାସ ନୁହେଁ, କୃତ୍ରିମ ଘାସରେ ତିଆରି ବିଭିନ୍ନ…