Browsing Tag

Bhubaneswar Infocity Gang Rape Issue

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କ ଜାମିନ ଖାରଜ କଲେ ପୋକ୍ସୋ କୋର୍ଟ

ଭୁବନେଶ୍ୱର - ରାଜଧାନୀ ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି କୋର୍ଟ । ମାମଲାର ଗମ୍ଭୀରତା ଦୃଷ୍ଟିରୁ ୪ ଅଭିଯୁକ୍ତଙ୍କୁ ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା । କିନ୍ତୁ ସେମାନଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । କିଛି ଦିନ…

ନାବାଳିକା ଗଣଦୁଷ୍କର୍ମ ମାମଲା : ଗିରଫ ୪ ଅଭିଯୁକ୍ତଙ୍କୁ ଆଜି ରିମାଣ୍ଡରେ ନେବ ନାହିଁ କ୍ରାଇମବ୍ରାଂଚ

ଭୁବନେଶ୍ୱର- ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ଆଜି ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ନାହିଁ କ୍ରାଇମବ୍ରାଂଚ । ୪ରୁ ୫ ଦିନ ପରେ ହିଁ ରିମାଣ୍ଡ ପାଇଁ ଚିନ୍ତା କରାଯିବ ବୋଲି କ୍ରାଇମବ୍ରାଂଚ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ୪ ଜଣଙ୍କ…

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଉଠାଇ ନେଲା କ୍ରାଇମବ୍ରାଂଚ

ଭୁବନେଶ୍ୱର- ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଏତଲା ଦାୟର ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଂଚ । ଗତକାଲି ରାତିରେ ୪ ଜଣଙ୍କୁ ଉଠାଇ ନିଆଯାଇଥିବା ସୂଚନା ମିଳିଛି । ଅନିରୁଦ୍ଧ ପଣ୍ଡା ନାମକ ଅଭିଯୁକ୍ତକୁ ଗୋପରୁ ଗିରଫ କରାଯାଇଛି । କୃଷ୍ଣଚନ୍ଦ୍ର…