Browsing Tag

CDS chopper crash

ହେଲିକପ୍ଟର ଦୁର୍ଘଟଣାରେ ଏକମାତ୍ର ଜୀବିତ ବ୍ୟକ୍ତି ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କୁ ବେଙ୍ଗାଲୁରୁ ନିଆଗଲା

ଚେନ୍ନାଇ: ତାମିଲନାଡୁର କୁନ୍ନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ଏକମାତ୍ର ଜୀବିତ ବ୍ୟକ୍ତି ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କୁ ଉନ୍ନତ ଚିକିତ୍ସା ପାଇଁ ଗୁରୁବାର ୱେଲିଙ୍ଗଟନ୍‌ରୁ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଗୁରୁତର ଆହତ ହୋଇଥିବା ଗ୍ରୁପ୍ କ୍ୟାପଟେନ…

ହେଲିକପ୍ଟର ଦୁର୍ଘଟଣା ପରେ ବଞ୍ଚିଥିଲେ ସିଡିଏସ୍ ବିପିନ୍ ରାୱତ, ହସ୍ପିଟାଲ ନେବା ବାଟରେ ହୋଇଥିଲା ମୃତ୍ୟୁ

ନୂଆଦିଲ୍ଲୀ / ଉଦଗମଣ୍ଡଲମ୍: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ବିପିନ ରାୱତ ହେଲିକପ୍ଟର ଦୁର୍ଘଟଣା ପରେ ବି ଜୀବିତ ଥିଲେ। ଦୁର୍ଘଟଣା ପରେ ଏମ୍ଆଇ -୧୭/ଭି୫ କୁ ଧ୍ୱଂସାବଶେଷରୁ ତାଙ୍କୁ ଉଦ୍ଧାର କରାଯିବା ପରେ ସେ ହିନ୍ଦୀରେ ମଧ୍ୟ ତାଙ୍କ ନାଁ କହିଥିଲେ। ଉଦ୍ଧାରକାରୀ ଦଳର ଜଣେ…

ଆଜି ଦିଲ୍ଲୀ ଅଣାଯିବ ଜେନେରାଲ୍ ବିପିନ ରାୱତ ଓ ପତ୍ନୀଙ୍କ ପାର୍ଥିବ ଶରୀର, କାଲି ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ତାମିଲନାଡୁର ନୀଳଗିରିରେ ସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ଜେନେରାଲ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ଡ଼.ମଧୁଲିକା ରାୱତଙ୍କ ପାର୍ଥିବ ଶରୀରକୁ ଆଜି ଦିଲ୍ଲୀ ଅଣାଯିବ। ସୂଚନାନୁସାରେ, ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ମୃତଦେହକୁ ଦିଲ୍ଲୀ…