Browsing Tag

Chief Minister Naveen Patnaik

କୋଭିଡ ମୁକାବିଲାରେ ସାମାଜିକ ଭୂମିକା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ, ଦେବଗଡରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ…

ଭୁବନେଶ୍ବର: କୋଭିଡ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦେବଗଡରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ କରିବା ଅବସରରେ…

ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି ପ୍ରାଇମ-୧ର ସଫଳ ପରୀକ୍ଷଣ, ଡିଆରଡିଓକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ଭଦ୍ରକ ଜିଲ୍ଲା ଧାମରା ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି ପ୍ରାଇମ-୧ରେ ସଫଳ ପରୀକ୍ଷଣ କରାଯାଇଛି । ୪ ନମ୍ବର ଲଞ୍ଚପ୍ୟାଡରୁ କ୍ଷେପଣାସ୍ତ୍ର ଛଡାଯାଇଥିଲା । ଅଗ୍ନି ପ୍ରାଇମ-୧ର ଲକ୍ଷ୍ୟଭେଦ କ୍ଷମତା ହେଉଛି ୧୫୦୦ କିଲୋମିଟର । ହଜାରେ କେଜି ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ ଏହି…

ବିଜୁ ମହିଳା ଜନତାଦଳରେ ନୂଆ ପଦାଧିକାରୀ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର- ବିଜୁ ମହିଳା ଜନତା ଦଳରେ ନୂଆ ପଦାଧିକାରୀ ଘୋଷଣା କରାଯାଇଛି । ୩ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ୭ ଜଣଙ୍କୁ ଜୋନ୍ ସଭାପତି ଭାବେ ଦାୟିତ୍ୱ ମିଳିଛି । ବରିଷ୍ଠ ଉପସଭାପତି ଭାବେ ୯ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ଉପସଭାପତି ଭାବେ ୨୭ ଜଣଙ୍କୁ ଦାୟିତ୍ୱ…

ଅପହଞ୍ଚଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

ପ୍ରଶାସନକୁ ସର୍ବବ୍ୟାପୀ କରି ସର୍ବତ୍ର ପହଞ୍ଚାଇ ତୃଣମୂଳସ୍ତରରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ସମୟରେ ଗୁରୁତ୍ବାରୋପ କରି ଆସିଛନ୍ତି। ନିଜେ ମଧ୍ୟ ତୃଣମୂଳସ୍ତରରେ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ କରୋନା ମହାମାରୀ କାଳରେ ମଧ୍ୟ ଭର୍ଚୁଆଲ୍…