Browsing Tag

CM Naveen Patnaik

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଶିଳ୍ପପତି ଏଲ.ଏନ ମିତ୍ତଲ 

ଭୁବନେଶ୍ୱର- ଆର୍ସେଲର ମିତ୍ତଲର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଏଲ.ଏନ ମିତ୍ତଲ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମିତ୍ତଲ । ଓଡିଶାରେ ପୁଞ୍ଜିନିବେଶ ଓ ପ୍ରକଳ୍ପ ସଂପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହେବା ସମ୍ଭାବନା ରହିଛି ।