Browsing Tag

COVID-19 Positive Cases

ରାଜ୍ୟରେ ଆଉ ୫୫୬ କୋରୋନା ରୋଗୀ ଚିହ୍ନଟ , ଖୋର୍ଦ୍ଧାକୁ ସର୍ବାଧିକ ୩୦୫

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଆଉ ୫୫୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩୨୪ ଓ ସ୍ଥାନୀୟ ଅଂଚଳରୁ ୨୩୨ ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୮୭ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୫, କଟକରୁ ୪୧, ସୁନ୍ଦରଗଡରୁ…

କରୋନା ଅପଡେଟ୍: ଦେଶରେ ଆଉ ୧୩,୦୫୮ ସଂକ୍ରମିତ ଚିହ୍ନଟ, ୮ ମାସରେ ସର୍ବନିମ୍ନ

ନୂଆଦିଲ୍ଲୀ: କରୋନା ମାମଲା ହ୍ରାସ ପାଇବାରେ ଲାଗିଛି। କ୍ରମାଗତ ପଞ୍ଚମ ଦିନ ପାଇଁ କରୋନା ମାମଲା ୧୫ ହଜାର ତଳେ ରହିଛି । ମଙ୍ଗଳବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୩,୦୫୮ ନୂଆ ମାମଲା ରିପୋର୍ଟ ହୋଇଛି, ଯାହା ୮ ମାସ ପରେ…