Browsing Tag

COVID-19

କରୋନା ଅପଡେଟ୍: ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି, ୨୪ ଘଣ୍ଟାରେ ୧୫,୧୦୨ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ମାମଲାରେ ସାମାନ୍ୟ ବୃଦ୍ଧି ଘଟିଛି । ତେବେ କ୍ରମାଗତ ଚତୁର୍ଥ ଦିନ ପାଇଁ ୨୦,୦୦୦ ରୁ କମ୍ ମାମଲା ପଞ୍ଜିକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫,୧୦୨ ନୂଆ ମାମଲା ଆସିଥିବା ବେଳେ ​ ୨୭୮ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଦିନକ ପୂର୍ବରୁ ୧୩,୪୦୫ କରୋନା…

ରାଜ୍ୟରେ ୪୨୮ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଆଉ ୪୨୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୪୯ ଓ ସ୍ଥାନୀୟ ଅଞ୍ଚଳରୁ ୧୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୨୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୩୬ ଜଣ ଅଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୩ହଜାର…

କରୋନା ଅପଡେଟ୍: ଆହୁରି ଖସିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଆସିଲା ଏତିକି ମାମଲା

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହର ସଂକମ୍ରଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଆଜି ନୂଆ ମାମଲା ସହ ମୃତକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ସୋମବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୧୬,୦୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟ…

କୋରୋନାର ନିମ୍ନଗତି ଜାରି, ଦିନକରେ ଚିହ୍ନଟ ହେଲେ ୮୮୬ ଆକ୍ରାନ୍ତ

ଭୁବନେଶ୍ୱର –ରାଜ୍ୟରେ କୋରୋନାର ନିମ୍ନଗତି ଜାରି ରହିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୮୮୬ ଆକ୍ରାନ୍ତ । ସଙ୍ଗରୋଧରୁ ୫୧୬ ଓ ସ୍ଥାନୀୟ ଅଂଚଳରୁ ୩୭୦ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୬୯ ଜଣ ଶିଶୁ ଓ କିଶୋର ଅଛନ୍ତି । ସମ୍ବଲପୁରରୁ ୧୭୯, ଖୋର୍ଦ୍ଧା ଜିଲ୍ଲାରୁ ୮୬, ସୁନ୍ଦରଗଡରୁ ୭୯,…