Browsing Tag

double helmet rules are strict across the state

ଆଜିଠାରୁ ସାରା ରାଜ୍ୟରେ ଡବଲ ହେଲମେଟ ନିୟମ କଡାକଡି

ଭୁବନେଶ୍ୱର- ଆଜିଠାରୁ ସାରା ରାଜ୍ୟରେ ଡବଲ୍ ହେଲମେଟ ନିୟମ କଡାକଡି ଭାବେ ପାଳନ ହେବ । ବାଇକ ଚାଳକ ସମେତ ପଛରେ ବସିଥିବା ଲୋକ ବି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ହେଲମେଟ ନ ପିନ୍ଧିଲେ ଗାଡିଚାଳକଙ୍କୁ ଜୋରିମାନା ଦେବାକୁ ପଡିବ । ଡ୍ରାଇଭିଂ ଲାଇସେନ୍ସ ବି ବାତିଲ ହୋଇଯିବ । ଆଗରୁ କେବଳ…