Browsing Tag

Facebook

ଫେସବୁକ୍ ନାମ ବଦଳି ହେଲା ‘ମେଟା’

ସାନ୍ ଫ୍ରାନ୍ସିସ୍କୋ: ଫେସବୁକର ସିଇଓ ମାର୍କ ଜୁକରବର୍ଗ ଏକ ବଡ଼ ଘୋଷଣା କରିଛନ୍ତି। କମ୍ପାନୀର ନାମ ପରିବର୍ତ୍ତନ କରାଯାଇ 'ମେଟା' ରଖାଯାଇଥିବା ସେ କହିଛନ୍ତି | କମ୍ପାନୀର କନେକ୍ଟ ଇଭେଣ୍ଟରେ ଏହା ଘୋଷଣା କରାଯାଇଛି। ନାମ ପରିବର୍ତ୍ତନ ନେଇ କମ୍ପାନୀ ପକ୍ଷରୁ ଟ୍ୱିଟ୍ ମଧ୍ୟ କରାଯାଇଛି । ନୂଆ…