Browsing Tag

FIFA award

ଫିଫା ପୁରସ୍କାର: ମେସି, ରୋନାଲ୍ଡୋଙ୍କୁ ପଛରେ ପକାଇ ଲେୱାଣ୍ଡୋସ୍କି ଜିତିଲେ ଶ୍ରେଷ୍ଠ ଖେଳାଳି ପୁରସ୍କାର

ଜୁରିକ - ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନଲ୍ଡୋଙ୍କୁ ପଛରେ ପକାଇ ପୋଲାଣ୍ଡ ତଥା ବାୟର୍ନ ମ୍ୟୁନିକର ରବର୍ଟ ଲେୱାଣ୍ଡୋସ୍କି ବିଶ୍ୱର ଶ୍ରେଷ୍ଠ ପୁରୁଷ ଖେଳାଳି ଭାବେ ଚଳିତ ବର୍ଷ ସମ୍ମାନଜନକ ଫିଫା ପୁରସ୍କାର ଜିତିଛନ୍ତି । ପୁରୁଷ ବର୍ଗରେ ଏହି ତିନି ଖେଳାଳି ସର୍ଟଲିଷ୍ଟରେ ସ୍ଥାନ ପାଇଥିଲେ ।…