Browsing Tag

Income Tax

ବ୍ୟକ୍ତିଗତ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମା ଜାନୁଆରୀ ୧୦କୁ ବୃଦ୍ଧି

ନୂଆଦିଲ୍ଲୀ – କରଦାତାଙ୍କୁ ମିଳିଲା ଆଶ୍ୱସ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବ୍ୟକ୍ତିଗତ ଆୟକର ରିଟର୍ଣ୍ଣ -ଆଇଟିଆର ଦାଖଲ କରିବାର ସମୟସୀମା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପୂର୍ବ ସମୟସୀମା ଥିଲା ଡିସେମ୍ବର ୩୧ । ଏବେ ଏହା ଜାନୁଆରୀ ୧୦ ତାରିଖ ଯାଏଁ ଏହା ବୃଦ୍ଧି କରାଯାଇଛି । ଏ ନେଇ…