ଆଇଏନ୍ଏସ୍ ବିରାଟ’ ଭଙ୍ଗାଯିବା ଉପରେ ସୁପ୍ରିମକୋର୍ଟଙ୍କ ରୋକ୍
ନୂଆଦିଲ୍ଲୀ: ନୌସେନାର ସେବାରୁ ହଟାଯାଇଥିବା ବିମାନ ପରିବହନକାରୀ ଜାହାଜ 'ଆଇଏନ୍ଏସ୍ ବିରାଟ'କୁ ଭଙ୍ଗାଯିବା ନେଇ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି।
ଏନଭାଇଟେକ୍ ମେରାଇନ୍ କନ୍ସଲଟାଣ୍ଟସ୍ ଲିମିଟେଡ୍ ନାମକ ଏକ କମ୍ପାନୀ ୧୦୦ କୋଟି ଟଙ୍କା ବ୍ୟୟରେ ଏହାକୁ ସଂଗ୍ରହାଳୟ ଭାବରେ ସଂରକ୍ଷଣ କରିବା…