Browsing Tag

Kalinga Stadium

କଳିଙ୍ଗ ଷ୍ଟାଡିୟମରେ ଖେଲୋ ଇଣ୍ଡିଆର ଉତ୍କର୍ଷ କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର- ଦେଶର ୮ଟି ରାଜ୍ୟରେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ୧୧ଟି ଉତ୍କର୍ଷ କେନ୍ଦ୍ର ଉଦଘାଟିତ ହୋଇଛି । ଏଥିମଧ୍ୟରୁ ଗୋଟିଏ ଉତ୍କର୍ଷ କେନ୍ଦ୍ର ଦେଶର କ୍ରୀଡା ରାଜଧାନୀ ଭାବେ ଆତ୍ମପ୍ରକାଶ କରୁଥିବା ଭୁବନେଶ୍ୱରର ପ୍ରସିଦ୍ଧ କଳିଙ୍ଗ ଷ୍ଟାଡିୟମରେ ଖୋଲାଯାଇଛି । କେନ୍ଦ୍ର କ୍ରୀଡା ଓ…