Browsing Tag

Krushi Bhawan

କୃଷି ଭବନକୁ ଆଉ ଏକ ଆନ୍ତର୍ଜାତିକ ମାନ୍ୟତା,ଡେଜିନ୍ ମ୍ୟାଗାଜିନ ପୁରସ୍କାର ପାଇଁ ଚୂଡାନ୍ତ ତାଲିକାରେ ମିଳିଲା ସ୍ଥାନ

ଭୁବନେଶ୍ୱର : ଓଡିଶାର ଭବ୍ୟ କୃଷି ଭବନକୁ ଆଉ ଏକ ସ୍ୱୀକୃତି । ଆଧୁନିକ ଓଡିଶାର ସ୍ଥାପତ୍ୟ କଳାର ଏକ ଉତ୍କର୍ଷ ନିଦର୍ଶନ ପାଲଟିଥିବା କୃଷି ଭବନ ଖ୍ୟାତିସଂପନ୍ନ ଡେଜିନ୍ ମ୍ୟାଗାଜିନରେ ସ୍ଥାନ ପାଇଛି । କୃଷି ଭବନକୁ ଡେଜିନ ପୁରସ୍କାର ୨୦୨୦ ପାଇଁ ଚୂଡାନ୍ତ ତାଲିକାରେ ସ୍ଥାନ ଦିଆଯାଇଛି ।…