Browsing Tag

Landslide

ହିମାଚଳ ପ୍ରଦେଶରେ ପୁଣି ଭୂସ୍ଖଳନ, ଅନେକ ଗାଡି ଓ ଯାତ୍ରୀ ଦବି ରହିଥିବା ଆଶଙ୍କା

ସିମଲା: ହିମାଚଳ ପ୍ରଦେଶର କିନୌରରେ ପୁଣି ଥରେ ଭୟାବହ ଭୂସ୍ଖଳନ ଘଟିଛି। କିନୌରରରୁ ହରିଦ୍ୱାରକୁ ଯାଉଥିବା ଜାତୀୟ ରାଜପଥ-୫ରେ ନିଗୁଲସେରି ଅଞ୍ଚଳରେ ବସ୍ ଏବଂ ଅନେକ ଗାଡି ଉପରେ ବଡ଼ ବଡ଼ ପଥର ଖଣ୍ଡ ଖସିପଡିଛି। ସୂଚନା ଅନୁଯାୟୀ ୪୦ ରୁ ଅଧିକ ଯାତ୍ରୀ ମାଟି ଅତଡ଼ା ତଳେ ଦବି ରହିଛନ୍ତି। ଉଦ୍ଧାର…