Browsing Tag

Maa Biraja Temple

ଆଜିଠାରୁ ଖୋଲିଲା ମାଆ ବିରଜାଙ୍କ ମନ୍ଦିର

ଯାଜପୁର- ଆଜିଠାରୁ ଖୋଲିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିର । କୋଭିଡ କଟକଣା ମଧ୍ୟରେ ଭକ୍ତମାନେ ମାଆଙ୍କ ଦର୍ଶନ କରିଛନ୍ତି । ଏସଓପି ଅନୁସାରେ ଶ୍ରଦ୍ଧାଳୁଙ୍କ ସିଂହଦ୍ୱାରରେ ଥର୍ମାଲ ସ୍କ୍ରିନିଂ ସହ ହାତ ସାନିଟାଇଜ କରାଯାଇଥିଲା । ଏହାପରେ ସେମାନେ ମନ୍ଦିର ଭିତରେ ପ୍ରବେଶ…