Browsing Tag

Mumbai Local Train

ଫେବୃଆରୀ ୧ରୁ ମୁମ୍ବାଇରେ ସାଧାରଣ ଲୋକଙ୍କ ପାଇଁ ଆରମ୍ଭ ହେବ ଲୋକାଲ ଟ୍ରେନ୍ ସେବା

ମୁମ୍ବାଇ - ଫେବୃଆରୀ ୧ରୁ ମୁମ୍ବାଇରେ ସାଧାରଣ ଲୋକଙ୍କ ପାଇଁ ପୁଣି ଲୋକାଲ ଟ୍ରେନ୍ ସେବା ଆରମ୍ଭ ହେବ । ଲୋକାଲ ଟ୍ରେନ୍ ଦୁଇଟି ସିଫ୍ଟରେ ଚାଲିବ । ପ୍ରଥମ ସିଫ୍ଟ ସକାଳ ୭ଟାରୁ ୧୨ ଟା ଏବଂ ଦ୍ୱିତୀୟଟି ଅପରାହ୍ନ ୪ ଟାରୁ ରାତି ୯ଟା ଯାଏଁ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ…