Browsing Tag

Near Raj Bhavan

ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ନିଆଁ

ଭୁବନେଶ୍ୱର- ରାଜଧାନୀରେ ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ହଠାତ୍ ଅଗ୍ନିକାଣ୍ଡ ହୋଇଛି ।ପମ୍ପରେ ଥିବା ସିଏନଜି ଷ୍ଟକ୍‌ରେ ନିଆଁ ଲାଗିଥିବା ଜଣାପଡିଛି । ସମଗ୍ର ଅଂଚଳକୁ ସିଲ୍ କରିଦିଆଯାଇଛି । ନିଆଁକୁ ଆୟତ କରିବାକୁ ଘଟଣାସ୍ଥଳରେ ଦମକଳବାହିନୀ ପହଂଚିଛନ୍ତି । ଘଟଣାସ୍ଥଳରେ ଡିସିପି ଓ ବରିଷ୍ଠ…