Browsing Tag

Odisha Investors’ Meet

କାଲି ଓଡିଶା ଇନଭେଷ୍ଟର୍ସ ମିଟ୍ : ଆଜି ବେଙ୍ଗାଳୁରୁ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ଆସନ୍ତାକାଲି ହେବାକୁ ଥିବା ଓଡିଶା ଇନଭେଷ୍ଟର୍ସ ମିଟରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବେଙ୍ଗାଳୁରୁ ଯାଉଛନ୍ତି । ଆଜି ଦିନ ସାଢ଼େ ୧ଟାରେ ବେଙ୍ଗାଳୁରୁ ଯିବେ ଯିବେ ମୁଖ୍ୟମନ୍ତ୍ରୀ। ନଭେମ୍ବରରେ ହେବାକୁ ଥିବା 'ମେକ ଇନ୍ ଓଡିଶା' କନକ୍ଲେଭ ପୂର୍ବରୁ…