Browsing Tag

Odisha News

ଆଦିବାସୀ ମହିଳା ହୋଇଥିବାରୁ ମୋତେ ବଦନାମ କରିବାକୁ ହୀନ ଉଦ୍ୟମ ହେଉଛି : ଚନ୍ଦ୍ରାଣୀ ମୁର୍ମୁ

ଭୁବନେଶ୍ୱର- ତାଙ୍କର ଏକ ଫେକ୍ ଭିଡିଓ ଭାଇରାଲ କରି ମାନସିକ ଯନ୍ତ୍ରଣା ଦେବା ସହ ବଦନାମ କରିବା ପାଇଁ ଉଦ୍ୟମ କରୁଥିବାରୁ କେନ୍ଦୁଝର ଲୋକସଭା ସଦସ୍ୟ ଚନ୍ଦ୍ରାଣୀ ମୁର୍ମୁ , ବୈଜୟନ୍ତ ପଣ୍ଡାଙ୍କ ସ୍ତ୍ରୀ ତଥା ଓଟିଭି ପ୍ରମୋଟର ଜଗି ମଙ୍ଗତ ପଣ୍ଡା ଏବଂ ରିପୋର୍ଟର ରମେଶ ରଥଙ୍କ ବିରୋଧରେ ବିଷୋଦଗାର…