Browsing Tag

Odisha

ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ

ଭୁବନେଶ୍ୱର- ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ବିଭାଗର ଅଭିଯାନ ଜାରି ରହିଛି । ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀ କୃଷ୍ଣଚନ୍ଦ୍ର ଜେନାଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ତାଙ୍କର ପୁରୀ, ଭୁବନେଶ୍ୱର ଓ ବ୍ରହ୍ମଗିରି…

ରାଜ୍ୟରେ ପୁଣି ବଢିଲା ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ୧ ହଜାର ୪୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ହଜାରେ ତଳକୁ ଖସିବା ପରେ ରାଜ୍ୟରେ ପୁଣି ବଢିଛି ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୪୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୦୫ ଏବଂ ସ୍ଥାନୀୟ ଅଂଚଳରୁ ୪୩୬ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୩,…

ରାଜ୍ୟରେ ସେତେଟା ପ୍ରଭାବ ପକାଇବ ନାହିଁ କୋରୋନାର ତୃତୀୟ ପ୍ରବାହ : ଆକ୍ରାନ୍ତ ହୋଇପାରନ୍ତି ୧୫ ପ୍ରତିଶତ ଶିଶୁ

ଭୁବନେଶ୍ୱର – ରାଜ୍ୟରେ କୋରୋନାର ସମ୍ଭାବ୍ୟ ତୃତୀୟ ଲହରୀ ସେତେଟା ପ୍ରଭାବ ପକାଇବା ଆଶଙ୍କା କମ୍ । କିନ୍ତୁ ତୃତୀୟ ପ୍ରବାହରେ ୧୫ ପ୍ରତିଶତ ଶିଶୁ ଆକ୍ରାନ୍ତ ହୋଇପାରନ୍ତି । ଆଉ ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ…