Browsing Tag

Omicron Variant

ରାଜ୍ୟର ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୫ ଓମିକ୍ରନ ଆକ୍ରାନ୍ତ । ଏଥିସହ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନସ୍ ପକ୍ଷରୁ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି । ତେବେ, ଆଜି…

କରୋନା ଅପଡେଟ୍: ଓମିକ୍ରନ୍ ଯୋଗୁଁ ବଢ଼ୁଛି ସଂକ୍ରମଣ, ଦିନକରେ ୧୩,୧୫୪ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଓମିକ୍ରନ୍ ଯୋଗୁଁ ଭାରତରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହେବାରେ ଲାଗିଛି । ଏପରିକି ଦୈନିକ ମାମଲା ୩୦ ପ୍ରତିଶତ ବୃଦ୍ଧି ପାଇଛି । ମଙ୍ଗଳବାର ସମଗ୍ର ଦେଶରେ ୯୧୯୫ କରୋନା ମାମଲା ରିପୋର୍ଟ ହୋଇଥିଲା। ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ଜାରି କରିଥିବା ତଥ୍ୟ ଅନୁଯାୟୀ, ଗତ…

ତୃତୀୟ ଲହର ଆସନ୍ନ; ଦିଲ୍ଲୀ, ମୁମ୍ବାଇରେ ଦୁଇ ଗୁଣ ବଢ଼ିଲା କରୋନା ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି | କୋଭିଡ୍ ଓମିକ୍ରନ୍ ଭାରିଆଣ୍ଟ ଚ୍ୟାଲେଞ୍ଜକୁ ଆହୁରି ବଢାଇ ଦେଇଛି | ଏହି କ୍ରମରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ମାମଲା ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଛି। ବୁଧବାର ଦିଲ୍ଲୀରେ ୯୨୩ କରୋନା ମାମଲା…

ଭାରତରେ ଓମିକ୍ରନ୍ ମାମଲା ୮୦୦ ଟପିଲା

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ବୁଧବାର ଦିନ ରାଜସ୍ଥାନରେ ୨୩ଟି, ପଶ୍ଚିମବଙ୍ଗରେ ପାଞ୍ଚଟି, ଓଡିଶା ଏବଂ ୟୁପିରେ ୧-୧, ତାମିଲନାଡୁରେ ୧୧ଟି ଏବଂ ଆନ୍ଧ୍ରପ୍ରଦେଶରେ ୧୦ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହା ସହିତ ଦେଶରେ ସଂକ୍ରମିତ ଓମିକ୍ରନ୍ ସଂଖ୍ୟା ୮୦୦…

ପିଲାମାନଙ୍କ ଟିକାକରଣ ପ୍ରସ୍ତୁତି ନେଇ ଆଜି କେନ୍ଦ୍ର-ରାଜ୍ୟ ବୈଠକ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ବୃଦ୍ଧି ପାଉଛି | ବିଶେଷ କରି ବହୁ ସଂଖ୍ୟକ ଲୋକ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହେଉଛନ୍ତି। | ରାଜ୍ୟଗୁଡିକର କରୋନା ସ୍ଥିତ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ଏକ ବଡ଼ ବୈଠକ ଡାକିଛି। ବୈଠକରେ ପିଲାମାନଙ୍କ ଟିକାକରଣ…