Browsing Tag

Ross Taylor

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ରସ୍ ଟେଲର୍

ଅକଲ୍ୟାଣ୍ଡ: ନ୍ୟୁଜିଲ୍ୟାଣ୍ଡର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଆଗାମୀ ଘରୋଇ ସିରିଜ୍ ପରେ ସେ କ୍ରିକେଟରୁ ସନ୍ନ୍ୟାସ ନେବେ । ରସ୍ ଟ୍ୱିଟ୍ କରି ଲେଖିଛନ୍ତି - ଆଗାମୀ ଘରୋଇ ସିଜନ୍ ପରେ ମୁଁ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେବି।…