Browsing Tag

School opening

ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଆଜିଠାରୁ ଖୋଲିଲା ସ୍କୁଲ, ୧୦୦ ଦିନ ହେବ ପାଠପଢା

ଭୁବନେଶ୍ୱର- ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଆଜିଠାରୁ ଖୋଲିଛି । ସ୍କୁଲରେ ୧୦୦ ଦିନ ପାଇଁ ହେବ ପାଠପଢା । ଆଜିଠାରୁ ଏପ୍ରିଲ ୨୮ ତାରିଖ ଯାଏଁ ପାଠ ପଢା ଚାଲିବ । ମାଟ୍ରିକ ପରୀକ୍ଷା ମେ ୩ ତାରିଖରୁ ମେ ୧୫ ତାରିଖ ଯାଏଁ ହେବ । ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ ୧୫ରୁ ଜୁନ ୧୧ ଯାଏଁ…