Browsing Tag

Short film Abhilash

ପୁରସ୍କୃତ ସର୍ଟ ଫିଲ୍ମ ଅଭିଳାଷର ନିର୍ମାତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର : ଗଂଜାମ ଜିଲ୍ଲାର ହିଂଜିଳିକାଟୁରେ କୋଭିଡ-୧୯ ପରିଚାଳନା ଉପରେ ନିର୍ମିତ ସର୍ଟ ଫିଲ୍ମ ‘ଅଭିଳାଷ’ର ନିର୍ମାତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ବେଙ୍ଗଲ ଲକଡାଉନ୍ ଅନଲାଇନ୍ ଫିଲ୍ମ ଫେଷ୍ଟିଭଲରେ ଅଭିଳାଷ ସାମାଜିକ ବାର୍ତା ବହନ କରୁଥିବା ଶ୍ରେଷ୍ଠ…