Browsing Tag

South African player is Covid-19 positive

ଦକ୍ଷିଣ ଆଫ୍ରିକାର ଆଉ ଜଣେ ଖେଳାଳି ପଜିଟିଭ୍

କେପ୍ ଟାଉନ୍ - ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକା ଦଳକୁ ଏବେ କରୋନା ଚିନ୍ତା ଘାରିଛି । ଶୁକ୍ରବାର ଦଳର ଆଉ ଜଣେ ଖେଳାଳି କରୋନା ପଜିଟିଭ୍ ହୋଇଛନ୍ତି । ଉଭୟ ଦଳ ରହୁଥିବା ହୋଟେଲରୁ ଆକ୍ରାନ୍ତ ଖେଳାଳିଙ୍କୁ ଏକ ଆଇସୋଲେସନ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଏକ…