Browsing Tag

Tokyo 2020 Paralympic Games

ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ, ସୁଟିଂରେ ବ୍ରୋଞ୍ଜ ଜିତିଲେ ସିଂହରାଜ ଅଧାନା

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ ଗେମ୍ସରେ ଆଜି ୩୯ ବର୍ଷୀୟ ସିଂହରାଜ ଅଧାନା ୧୦ ମିଟର ଏୟାର ପିସ୍ତଲ ଏସ୍ଏଚ୍୧ର ଫାଇନାଲରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି | ଭାରତ ପାଇଁ ଚଳିତ ପାରାଲିମ୍ପିକ୍ସରେ ଏହା ଅଷ୍ଟମ ପଦକ। ଫାଇନାଲରେ ଆଧାନା ୨୧୬.୮ ସ୍କୋର ସହିତ ତୃତୀୟ ସ୍ଥାନରେ ରହି…