Browsing Tag

Udala Police Station

ଉଦଳାରେ ଏଏସଆଇଙ୍କୁ ଜେଲ୍ ୱାର୍ଡର ଆକ୍ରମଣ କରିଥିବା ଅଭିଯୋଗ

ବାରିପଦା – ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଘଟିଛି ଅଭାବନୀୟ ଘଟଣା । ଉଦଳା ପୋଲିସ ପକ୍ଷରୁ ମାସ୍କ ଚେକିଂ ଚାଲିଥିବା ବେଳେ ବାରିପଦା ଜେଲ୍ ୱାର୍ଡର ମନୋଜ କୁମାର କୁଅଁର, ଏଏସଆଇ ଶଶୀ ଭୂଷଣ ପରିଡାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ଉଦଳାର ଅରବିନ୍ଦ…