Browsing Tag

UPI payment

ୟୁପିଆଇ ପେମେଣ୍ଟ ସେବା ଉପରେ କୌଣସି ଚାର୍ଜ ଲାଗିବନି, ସ୍ପଷ୍ଟ କଲା ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଲୋକପ୍ରିୟ ପେମେଣ୍ଟ ମାଧ୍ୟମ 'ୟୁନାଇଟେଡ୍ ପେମେଣ୍ଟ ଇଣ୍ଟରଫେସ୍' (ୟୁପିଆଇ) ଉପରେ ଚାର୍ଜ ଲାଗିବା ନେଇ ଚର୍ଚ୍ଚା ମଧ୍ୟରେ ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇଛି । ଲୋକଙ୍କ ପାଇଁ ୟୁପିଆଇ ଏକ ଉପଯୋଗୀ ଡିଜିଟାଲ୍ ସେବା ଏବଂ ସରକାର ଏହା ଉପରେ କୌଣସି ଶୁଳ୍କ ଲଗାଇବାକୁ ବିଚାର…