Browsing Tag

Vigilance arrested

ଆଇଟିଡିଏ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନଙ୍କୁ ଗିରଫ କଲା ଭିଜିଲାନ୍ସ

ନବରଙ୍ଗପୁର - ସରକାରୀ ଗାଡିରେ ବ୍ୟାଗରେ ୩ ଲକ୍ଷରୁ ଅଧିକ ନଗଦ ଟଙ୍କା ଚାଲାଣ ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ନବରଙ୍ଗପୁର ଆଇଟିଡିଏର ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନ ଗିରଫ ହୋଇଛନ୍ତି । ସେହି ଟଙ୍କାର ଉତ୍ସ ନେଇ ଭିଜିଲାନ୍ସ ବିଭାଗ ତଦନ୍ତ କରିଥିଲା । ସହକାରୀ ଯନ୍ତ୍ରୀ ପ୍ରଧାନ…