ଟ୍ୱିଟରରେ ମୁଖ୍ୟମନ୍ତ୍ରୀଙ୍କ ଫଲୋଅର ସଂଖ୍ୟା ୩ ମିଲିଅନରେ ପଂହଚିଲା, ସ୍ନେହଶ୍ରଦ୍ଧା ପାଇଁ ଧନ୍ୟବାଦ ଦେଲେ ନବୀନ

ଭୁବନେଶ୍ୱର-ସୋସିଆଲ ମିଡିଆ ଟ୍ୱିଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଲୋଅର ସଂଖ୍ୟା ବୃଦ୍ଧି ପାଇଛି । ଦେଶର ଶ୍ରେଷ୍ଠ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟର ଫଲୋଅର ସଂଖ୍ୟା ୩ ମିଲିଅନରେ ପଂହଚିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରତି ଏହି ସ୍ନେହଶ୍ରଦ୍ଧା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments are closed.